ବିଜେଡିରେ ମିଶିଲେ ବିଜେପି କର୍ମୀ

ଚନ୍ଦ୍ରଶେଖରପୁର : ଭୁବନେଶ୍ବର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ପରେ ତୃଣମୂଳସ୍ତରରେ ଦଳକୁ ସଙ୍ଗଠନ କରିବା ପାଇଁ ନେତାମାନେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ ନମ୍ବର ୱାର୍ଡରେ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଯେଉଁଥିରେ ୧୪ନମ୍ବର ୱାର୍ଡର ବହୁ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ନେତା … Continue reading ବିଜେଡିରେ ମିଶିଲେ ବିଜେପି କର୍ମୀ